top of page

କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର,ଜୁନ ୧୯,କୋଭିଡ ଜନିତ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର ଆଜି ରାତି ପ୍ରାୟ ୧୧ଟା ବେଳେ ପରଲୋକ ହୋଇଯାଇଛି ।


ପ୍ରାୟ ଦୁଇ ଦଶନ୍ଧି ଧରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସକ୍ରିୟ ଥିଲେ ।

ଅନେକ ସୁପରହିଟ ଗୀତ ସମେତ ୧୫୦ରୁ ଅଧିକ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଥିଲେ ।



ତପୁ ମିଶ୍ର ଜଣେ ଓଡ଼ିଆ କଣ୍ଠଶୀଳ୍ପି । ସେ ଓଡ଼ିଆ କଥାଚିତ୍ର ଏବଂ ଆଲବମ୍ ଜଗତରେ ଅନେକ ଗୀତରେ କଣ୍ଠଦାନ କରିଛନ୍ତି ।

ଏହାଛଡ଼ା ତପୁ ଓଡ଼ିଆ ଦୂରଦର୍ଶନ କାର୍ଯ୍ୟକ୍ରମରେ ଜଣେ ବିଚାରକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।


ତରଙ୍ଗ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଭଏସ୍ ଅଫ୍ ଓଡ଼ିଶାରେ ଜଣେ ଜଣେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ, ଯେଉଁଥିରେ ତାଙ୍କ ସହ ଗୁଡ୍‌ଲି ରଥ ଏବଂ ପମି ଅନ୍ୟ ବିଚାରକ ଭାବରେ କାର୍ଯ୍ୟ କରିଥିଲେ ।


ଚକ୍‌ଲେଟ୍‌ (୨୦୧୧) ମନ ମୋର ପ୍ରଜାପତି (୨୦୧୧) ଲୋଫର୍ (୨୦୧୧) ମୋଷ୍ଟ ୱାଣ୍ଟେଡ଼ (୨୦୧୧) ତୁ ଥାଆ ମୁଁ ଯାଉଚି ରୁଷି (୨୦୧୦) ଅଞ୍ଜଳି (୨୦୧୦) ଓଁ ନମଃ ଶିବାୟ (୨୦୧୦) ଏଇ ମିଳନ ଯୁଗ ଯୁଗର (୨୦୧୦) ସ୍ୱୟଂସିଦ୍ଧା (୨୦୧୦) ଭୁଲ୍ ବୁଝିବନି ମତେ (୨୦୧୦) ପହିଲି ରଜ (୨୦୧୦) ସଞ୍ଜୁ ଆଉ ସଞ୍ଜନା (୨୦୧୦) ଦିଲ୍ ତ‌ତେ ଦେଇଚି (୨୦୧୦) ତୋ’ ଆଖିରେ ମୁଁ (୨୦୧୦) ଶୁଭ ବିବାହ (୨୦୧୦) ଆଖି ପଲକରେ ତୁ (୨୦୧୦) ମିତରେ ମିତ (୨୦୦୯) ଲଭ୍ ଡଟ୍ କମ୍ (୨୦୦୯) କେଉଁ ଦୁନିଆରୁ ଆସିଲ ବନ୍ଧୁ (୨୦୦୯) ରୋମିଓ- ଦ ଲଭର୍ ବୟ (୨୦୦୯) ଆଇଲାରେ ଓଡ଼ିଆ ପୁଅ (୨୦୦୯) ପ୍ରେମୀ ନଂ ୱାନ୍ (୨୦୦୯) ଡ୍ରିମ୍ ଗାର୍ଲ (୨୦୦୯) ଆ’ରେ ସାଥି ଆ (୨୦୦୯) ଆ’ ଜ‌ହ୍ନରେ ଲେଖିବା ନାଁ (୨୦୦୯) ଧୀରେ ଧୀରେ ପ୍ରେମ ହେଲା (୨୦୦୯) ପ୍ରେମ ରୋଗୀ (୨୦୦୯) ନନ୍ଦିନୀ ଆଇ ଲଭ୍ ୟୁ (୨୦୦୮) ମତେ ତ ଲଭ ହେଲାରେ (୨୦୦୮) (ସଙ୍ଗିତ ନିର୍ଦ୍ଦେଶନା) କଳିଙ୍ଗ ପୁତ୍ର (୨୦୦୮) ବନ୍ଦେ ଉତ୍କଳ ଜନନୀ (୨୦୦୮) ମତେ ଆଣିଦେଲ ଲକ୍ଷେ ଫଗୁଣ (୨୦୦୮) ବନ୍ଦେ ଉତ୍କଳ ଜନନୀ (୨୦୦୮) ସମୟ ହାତରେ ଡୋରି (୨୦୦୭) ଲାଲ ଟୁକ୍ ଟୁକ୍ ସାଧବବୋହୂ (୨୦୦୭) ରସିକ ନାଗର (୨୦୦୭) ଏ ଯୁଗର କୃଷ୍ଣ ସୁଦାମା (୨୦୦୭) ଏ ମନ ମାନେନା (୨୦୦୭) ମୋ ସୁନା ପୁଅ (୨୦୦୭) ମୁଁ ତତେ ଲଭ୍ କରୁଚି (୨୦୦୭) ପାଗଳ ପ୍ରେମୀ (୨୦୦୭) ତୋ’ ପାଇଁ (୨୦୦୭) ଶାଶୁଘର ଚାଲିଯିବି (୨୦୦୬) ପ୍ରିୟା ମୋ ପ୍ରିୟା (୨୦୦୫) ଅର୍ଜୁନ (୨୦୦୫) ଆଇ ଲଭ୍ ୟୁ (୨୦୦୫) ଓ ମାଇଁ ଲଭ୍ (୨୦୦୫) ଟୋପାଏ ସିନ୍ଦୂର ଦି ଟୋପା ଲୁହ (୨୦୦୫) ବର୍ଷା ମାଇଁ ଡାର୍ଲିଙ୍ଗ୍ (୨୦୦୪) ରକତ ଚିହ୍ନିଛି ନିଜର କିଏ (୧୯୯୯)

3 views0 comments

Recent Posts

See All

The Zee Entertainment Enterprises Ltd said on Wednesday its board has given in-principle approval for its merger with Sony Pictures Networks India (SPNI). Zee, which has a presence in television broa

bottom of page