top of page

ନବୀନ ସରକାର ଆରମ୍ଭ କରିବେ କରୋନା ସଚେତନତା ରଥ, ଆରମ୍ଭ ହେବ ‘ଷ୍ଟେଜ୍ ଅନ୍ ହୁଇଲ୍’

ଏହି ଅବସରରେ କିଛି ସ୍ଥାନରେ ‘ଷ୍ଟେଜ୍ ଅନ୍ ହୁଇଲ୍’ କାର୍ଯ୍ୟକ୍ରମ ପୁଣି ଆରମ୍ଭ ହେବ । ଯାହାଫଳରେ ଲୋକ କଳାକାରଙ୍କୁ କଳା ପରିବେଷଣ ସହ ଆର୍ଥିକ ସହାୟତା ମିଳିପାରିବ ।


ଭୁବନେଶ୍ୱର, ଜୁନ୍ ୨୧: ଜନସାଧାରଣଙ୍କ ମଧ୍ୟରେ କୋଭିଡ୍ ସଚେତନତା ନେଇ ରାଜ୍ୟ ସରକାର ଆରମ୍ଭ କରିଥିଲେ କୋଭିଡ୍ ସଚେତନତା ରଥ ।

ଏ ଭିତରେ ତୃତୀୟ ପର୍ଯ୍ୟାୟ କୋଭିଡ୍ ସଚେତନତା ଅଭିଯାନ ଶେଷ ହୋଇଥିଲା ବେଳେ ଏବେ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ସଂସ୍କୃତି ବିଭାଗ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ କହିଛନ୍ତି । ସେ କହିଛନ୍ତି, ଏହି ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ୧୩ ଟି ଜିଲ୍ଲାରେ ସଚେତନତା ଅଭିଯାନ ଚାଲିବ ।

ଅନୁଗୁଳ, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ଭଦ୍ରକ, ଦେବଗଡ଼, ଝାରସୁଗୁଡ଼ା, କନ୍ଧମାଳ, ନୟାଗଡ଼, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଓ ନବରଙ୍ଗପୁରକୁ ଯିବ କୋଭିଡ୍ ସଚେତନତା ରଥ ।



ଏହି ଅବସରରେ କିଛି ସ୍ଥାନରେ ‘ଷ୍ଟେଜ୍ ଅନ୍ ହୁଇଲ୍’ କାର୍ଯ୍ୟକ୍ରମ ପୁଣି ଆରମ୍ଭ ହେବ । ଯାହାଫଳରେ ଲୋକ କଳାକାରଙ୍କୁ କଳା ପରିବେଷଣ ସହ ଆର୍ଥିକ ସହାୟତା ମିଳିପାରିବ ।


2 views0 comments

Recent Posts

See All

ଭୁବନେଶ୍ବର ୨୮-୧୨/ଆଜି ବିଜେଡି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟ ପକ୍ଷରୁ ଭକ୍ତ କବି ମଧୁସୁଦନ ରାଓ ଙ୍କର ୧୦୯ ତମ ତିରୋଧାନ ଦିବସ ରାଜଧାନୀସ୍ଥିତ ରୂପାଲି ଛକ ଠାରେ ଥିବା ପ୍ରତିମୂର୍ତ୍ତି ନିକଟରେ ପାଳନ କରାଯାଇଅଛି।ଉକ୍ତ ସଭାରେ ପ୍ରଥମେ ପ୍ରତିମ

ଭୁବନେଶ୍ୱର ୨୫/୧୨ ଆଜି ସବୁଜ ଭାରତ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯକ୍ରମ ପୋଖରୀପୁଟ ପି. ଏଚ. ସି ରେ ଆୟୋଜିତ ହୋଇଯାଇଅଛି। ଏହି କାର୍ଯକ୍ରମରେ ସଭାପତିତ୍ବ କରିଥିଲେ ସତ୍ୟ ବ୍ରତ ଜେନା। କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଡ ପ

bottom of page