top of page

ପ୍ରଦୀପ୍ ମହାନ୍ତି ସ୍ମୃତି ସଂସଦ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି।

ଭୁବନେଶ୍ୱର ୨୮-୮ : ନଖରା ନିକଟସ୍ଥ ଆମ୍ରପଲ୍ଲୀ ଠାରେ ପ୍ରଦୀପ୍ ମହାନ୍ତି ସ୍ମୃତି ସଂସଦ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ସଭାପତିତ୍ବ କରିଥିଲେ ଶ୍ରୀ ଗୋପାଳ ଚନ୍ଦ୍ର ମିଶ୍ର, ଅତିଥି ଭାବେ ଯୋଗଦାନ କରିଥିଲେ କବି ଓ ପ୍ରଶାସକ ଶ୍ରୀ ମହେନ୍ଦ୍ର କୁମାର ମଲ୍ଲିକ, ଶ୍ରୀ ଦେବରାଜ ସେନାପତି, ଓ ସମାଜ ସେବୀ ଡକ୍ଟର ଚିଦାତ୍ମିକା ଖଟୁଆ। ପ୍ରଦୀପ ମହାନ୍ତି ସ୍ମୃତି ସମ୍ମାନ ରେ ଶ୍ରୀ ଅଶ୍ୱିନୀ କୁମାର ମହାପାତ୍ର, ଶ୍ରୀ ଅଜୟ କୁମାର ପତି, ଶ୍ରୀ ଶରତ ଚନ୍ଦ୍ର ରଥ, ମାଧବା ନନ୍ଦ ଭୋଇ ଙ୍କୁ ସମ୍ମାନିତ କରାଯାଇଥିଲା।ସ୍ମୃତି ତର୍ପଣ ଅର୍ପଣ କରିଥିଲେ ସଂସଦ ର ସମ୍ପାଦକ ଶ୍ରୀ ରାଧାଶ୍ୟାମ ମହାନ୍ତି , ଆବାହକ ବିପିନ ବେହେରା, ଉପ- ସଭାପତି ଶ୍ରୀ ପ୍ରକାଶ ନାୟକ, ସଦସ୍ୟ ଲିଙ୍ଗରାଜ ମହାନ୍ତି, ଶ୍ରୀ ସନ୍ୟାସୀ , ସନ୍ତୋଷ କୁମାର ସାହୁ, ଦେବାର୍ଚନା ପ୍ରିୟଦର୍ଶିନୀ, ଅରୁଣ ସାହୁ , ଚନ୍ଦ୍ରମଣି ପ୍ରଧାନ, ଶୁଭାଶିଷ ମହାନ୍ତି ପ୍ରମୁଖ।ପରିଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ଶ୍ରୀ ପ୍ରସନ୍ନ କୁମାର ଶତପଥୀ।



22 views0 comments

Recent Posts

See All

ଭୁବନେଶ୍ବର ୨୮-୧୨/ଆଜି ବିଜେଡି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟ ପକ୍ଷରୁ ଭକ୍ତ କବି ମଧୁସୁଦନ ରାଓ ଙ୍କର ୧୦୯ ତମ ତିରୋଧାନ ଦିବସ ରାଜଧାନୀସ୍ଥିତ ରୂପାଲି ଛକ ଠାରେ ଥିବା ପ୍ରତିମୂର୍ତ୍ତି ନିକଟରେ ପାଳନ କରାଯାଇଅଛି।ଉକ୍ତ ସଭାରେ ପ୍ରଥମେ ପ୍ରତିମ

ଭୁବନେଶ୍ୱର ୨୫/୧୨ ଆଜି ସବୁଜ ଭାରତ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯକ୍ରମ ପୋଖରୀପୁଟ ପି. ଏଚ. ସି ରେ ଆୟୋଜିତ ହୋଇଯାଇଅଛି। ଏହି କାର୍ଯକ୍ରମରେ ସଭାପତିତ୍ବ କରିଥିଲେ ସତ୍ୟ ବ୍ରତ ଜେନା। କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଡ ପ

bottom of page