ମୟୂରଭଞ୍ଜ ଜିଲ୍ଲା ସୁଷ୍ଟି କରୁଛି ଉଦ୍ଧାରଣ।
ମୟୂରଭଞ୍ଜ ଜିଲ୍ଲା ରେ ଛୋଟ ରୁ ବଡ ଯାଏ ସମସ୍ତେ ମାନୁଛନ୍ତି କୋଭିଡ-୧୯ ର ନିୟମ।
: ସେୱା ଏକ୍ସପ୍ରେସ ର ଏଡ଼ିଟର ଶୁଭମ୍ ମହାନ୍ତି ଯାଇଥିଲେ ଜିଲ୍ଲା ଗସ୍ତ ରେ, ଦେଖିଲେ ସମସ୍ତେ ମାସ୍କ ପିଧୁଛନ୍ତି ଏବଂ ଦୂରତା ବି ରଖୁଛନ୍ତି। ପୋଲିସ ବି ଠିକ୍ ପରିଚାଳନା କରୁଛି। ନିୟମ ଭାଙ୍ଗିବା ଲୋକ କୁ ଜଗୁଛି । ଲୋକ ମାନେ ବହୁତ ସଚେତନ ହେଇକି ଚଲୁଛନ୍ତି।