top of page

ସବୁଜ ଭାରତ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯକ୍ରମ ।

ଭୁବନେଶ୍ୱର ୨୫/୧୨ ଆଜି ସବୁଜ ଭାରତ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯକ୍ରମ ପୋଖରୀପୁଟ ପି. ଏଚ. ସି ରେ ଆୟୋଜିତ ହୋଇଯାଇଅଛି। ଏହି କାର୍ଯକ୍ରମରେ ସଭାପତିତ୍ବ କରିଥିଲେ ସତ୍ୟ ବ୍ରତ ଜେନା। କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଡ ପୂର୍ଣ୍ଣଚଦ୍ର ରଥ। ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ ହରିଜନ ସେବକ ସଂଘ ର ରଜ୍ୟ ସମ୍ପାଦକ ଅର୍ୟଭଟ ମହାନ୍ତି , "ଆସ ପଢ଼ାଇବା" ର ଆବାହକ ପ୍ରତ୍ୟୟ ପ୍ରଶାନ୍ତ, ମୁକ୍ତେସ୍ୱର କଳାକାର ସଂଘ ର ସମ୍ପାଦକ ବୈକୁଣ୍ଠ ଭୋଇ। ଅତିଥି ମାନେ ଯୋଗ ଦେଇ ବୃକ୍ଷ ରୋପଣ ର ମହତ୍ଵ ବିଷୟରେ ଆଲୋଚନା କରିଥିଲେ।ଅନ୍ୟ ମାନ ଙ୍କ ଭିତରେ ଥିଲେ କବିତରାନି ମିଶ୍ର, ପ୍ରଫେସର ରମେଶ ଚନ୍ଦ୍ର ପାତାଳ ସିଂ, ପ୍ରଶାନ୍ତ ଭୋଇ, ପ୍ରଫେସର ରୂପାଲି ସାହୁ,ନୀଳମଣି ମିଶ୍ର, ବିଶ୍ଵ ଭୂଷଣ ହରିଚନ୍ଦନ।

3 views0 comments

Recent Posts

See All

ଭୁବନେଶ୍ବର ୨୮-୧୨/ଆଜି ବିଜେଡି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟ ପକ୍ଷରୁ ଭକ୍ତ କବି ମଧୁସୁଦନ ରାଓ ଙ୍କର ୧୦୯ ତମ ତିରୋଧାନ ଦିବସ ରାଜଧାନୀସ୍ଥିତ ରୂପାଲି ଛକ ଠାରେ ଥିବା ପ୍ରତିମୂର୍ତ୍ତି ନିକଟରେ ପାଳନ କରାଯାଇଅଛି।ଉକ୍ତ ସଭାରେ ପ୍ରଥମେ ପ୍ରତିମ

bottom of page